ବାରିପଦା ସଦର: ବାରିପଦାରେ ସାମୂହିକ ଭାବେ ଶୁଣାଗଲା ପ୍ରଧାନମନ୍ତ୍ରୀଙ୍କ 139ତମ ମନ୍ କି ବାତ୍
ବାରିପଦା ଫ୍ରେଣ୍ଡସ୍ ୟୁନିଅନ୍ କ୍ଲବରେ ଆୟୋଜିତ ହୋଇଛି ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ। ଏଥିରେ ବିଧାୟକ ପ୍ରକାଶ ସୋରେନ୍ ଯୋଗଦେଇଥିଲେ। ସ୍ଥାନୀୟ ଦ୍ରବ୍ୟ ବ୍ୟବହାର ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଲେ ମୋଦୀ।