ରାୟଗଡା: ରାୟଗଡ଼ା ବିଧାୟକ ଆପଲା ସ୍ୱାମୀ କାଡ୍ରାକାଙ୍କୁ ସାକ୍ଷାତ କଲେ କଂଗ୍ରେସ ନେତା
ରାୟଗଡ଼ା ବିଧାୟକ ଶ୍ରୀ ଆପଲା ସ୍ୱାମୀ କାଡ୍ରାକାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବନ୍ଧୁଗାଁ ବ୍ଲକ କଂଗ୍ରେସ ନେତା ଓ କର୍ମୀ। ଏହି ସାକ୍ଷାତରେ ଜିଲ୍ଲା କଂଗ୍ରେସ ସମ୍ପାଦକଙ୍କ ସମେତ ଅନେକ ବରିଷ୍ଠ କର୍ମୀ ଉପସ୍ଥିତ ଥିଲେ।