ପାରଳାଖେମୁଣ୍ଡି: ଗଜପତିରେ କଳାକାରଙ୍କୁ ଅପମାନ: ରାସ୍ତାକଡ଼ରେ ରୋଷେଇ କରି ଖାଇଲେ କଳାକାର
ଗଜପତି ଜିଲ୍ଲାରେ ‘ଆମ କଳାକାର’ କାର୍ଯ୍ୟକ୍ରମରେ ଅବ୍ୟବସ୍ଥା। ଖାଦ୍ୟ ବ୍ୟବସ୍ଥା ନଥିବାରୁ ଦୂରଦୂରାନ୍ତରୁ ଆସିଥିବା କଳାକାରମାନେ ରାସ୍ତାକଡ଼ରେ ଚୁଲି ଜାଳି ରୋଷେଇ କରି ଖାଇଲେ। ଜଳଖିଆ ପାଇଁ ମାତ୍ର ୩୦ ଟଙ୍କା ବରାଦ ହୋଇଥିଲା।