ରାୟଗଡା: 70th State Level School Volleyball Tournament Concludes in Gajapati
ଗଜପତି ଜିଲ୍ଲା ରାୟଗଡ଼ରେ ସମ୍ପନ୍ନ ହେଲା ୭୦ତମ ରାଜ୍ୟସ୍ତରୀୟ ସ୍କୁଲ ଭଲିବଲ୍ ପ୍ରତିଯୋଗିତା। ଚଉଦ ଓ ସତର ବର୍ଷରୁ କମ୍ ବାଳକ-ବାଳିକା ବିଭାଗର ଚାମ୍ପିୟନ୍ ଓ ଉପବିଜେତାଙ୍କ ସମ୍ପୂର୍ଣ୍ଣ ତାଲିକା ଜାଣନ୍ତୁ। ଅକ୍ଟୋବର ୧୦ ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଏହି କ୍ରୀଡ଼ା ମହାକୁମ୍ଭ।