ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାଳିତ ହେଲା ବିଶ୍ୱ ନିମୋନିଆ ଦିବସ
ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେଞ୍ଚୁରିଅନ୍ ୟୁନିଭରସିଟି ନର୍ସିଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଶ୍ୱ ନିମୋନିଆ ଦିବସ ପାଳିତ। ନିମୋନିଆର ଲକ୍ଷଣ, ପ୍ରତିରୋଧ ଓ ଚିକିତ୍ସା ସମ୍ପର୍କରେ ସାଧାରଣଙ୍କୁ ଦିଆଗଲା ସଚେତନତା।