ଆର ଉଦୟଗିରି: ଆର ଉଦୟଗିରିରେ ପୋଲିସଙ୍କ ପାଇଁ ନୂତନ ଅପରାଧିକ ଆଇନ ତାଲିମ ଶିବିର ଅନୁଷ୍ଠିତ
ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଓ ତ୍ୱରିତ ନ୍ୟାୟ ପ୍ରଦାନ ନେଇ ଆର ଉଦୟଗିରି ଥାନାରେ ପୋଲିସ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ହେଲା ସ୍ୱତନ୍ତ୍ର ତାଲିମ ଶିବିର। ତଦନ୍ତ ପ୍ରକ୍ରିୟା ଓ ମାମଲା ସମାଧାନ ଉପରେ ଦିଆଗଲା ଗୁରୁତ୍ୱ।