ବାରିପଦା ସଦର: ବାରିପଦାରେ ଆଦିବାସୀ କଂଗ୍ରେସର ବୈଠକ, ଅଧିକାର ପାଇଁ ଲଢ଼ିବାକୁ ଆହ୍ୱାନ
ବାରିପଦାଠାରେ ଆଦିବାସୀ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ। ଜିଲ୍ଲାରେ ଆଦିବାସୀଙ୍କ ସମସ୍ୟା, ଅଧିକାର ଓ ସଂଗଠନକୁ ମଜବୁତ କରିବା ନେଇ ଆଲୋଚନା। ଦଳୀୟ ନେତା ଓ କର୍ମୀମାନେ ତୃଣମୂଳ ସ୍ତରରେ ଲୋକଙ୍କ ସହ ଯୋଡ଼ି ହେବାକୁ ଆହ୍ୱାନ।