ବାରିପଦା ସଦର: ମୟୂରଭଞ୍ଜ ପାଇଁ ପାଣିପାଗ ବିଭାଗର ୟୋଲୋ ୱାର୍ଣ୍ଣିଂ, ୯ ଅକ୍ଟୋବର ପର୍ଯ୍ୟନ୍ତ ସତର୍କ ରୁହନ୍ତୁ
ମୟୂରଭଞ୍ଜ ଜିଲ୍ଲାରେ ଆସନ୍ତା ୯ ଅକ୍ଟୋବର ପର୍ଯ୍ୟନ୍ତ ବର୍ଷା, ପବନ ଓ ବଜ୍ରପାତ ନେଇ ୟୋଲୋ ୱାର୍ଣ୍ଣିଂ ଜାରି। ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ପବନ ବହିବାର ସମ୍ଭାବନା। ସତର୍କ ରହିବାକୁ ପରାମର୍ଶ।