ବାରିପଦା ସଦର: ମୟୂରଭଞ୍ଜରେ 10 ଅକ୍ଟୋବର ଯାଏଁ ବର୍ଷା ଓ ବଜ୍ରପାତ, ଜାରି ହେଲା ୟେଲୋ ୱାର୍ଣିଂ
ମୟୂରଭଞ୍ଜ ଜିଲ୍ଲାରେ 10 ଅକ୍ଟୋବର ପର୍ଯ୍ୟନ୍ତ ବର୍ଷା, ପବନ ସହ ବଜ୍ରପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣିଂ ଜାରି କରାଯାଇଛି। ଘଣ୍ଟା ପ୍ରତି 30 ରୁ 40 କିଲୋମିଟର ବେଗରେ ପବନ ହେବାର ସମ୍ଭାବନା ଥିବାରୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି।