ବାରିପଦା ସଦର: ଜୁଳୁକରେ ସପ୍ତମ ଭୂମିଜ ଭାଷା ଦିବସ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କଲେ ପ୍ରତିମୂର୍ତ୍ତି ଉନ୍ମୋଚନ
ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ୍ ଜୁଳୁକଠାରେ ସପ୍ତମ ବାର୍ଷିକ ଭୂମିଜ ଭାଷା ଦିବସ ପାଳିତ। ମନ୍ତ୍ରୀ ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଚୁଆଳ ବିଦ୍ରୋହର ଶହୀଦ ରାଣୀ ଶିରୋମଣୀ ସିଂଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି।