ପାଟଣାଗଡ: ଗମ୍ଭାରୀ ନିକଟରେ ବାଇକରୁ ପଡ଼ି ଦୁଇ ଗୁରୁତର
ବେଲପଡା ଥାନା ଅନ୍ତର୍ଗତ ପାଳେଶିରି ଏବଂ ବେହେରା ମୁଣ୍ତା ଗ୍ରାମର ଦୁଇ ଜଣ ବ୍ୟକ୍ତି ବାଇକ ରେ ବୁଧବାର ଅପରାହ୍ନରେ ଯାଉଥିବା ବେଳେ ଗମ୍ଭାରୀ ନିକଟରେ ଭାରସାମ୍ୟ ହରାଇ ପଡି ଯାଇଥିଲେ ଏଥିରେ ଗୁରୁତର ହୋଇ ପଡ଼ି ଥିଲେ ତାଙ୍କୁ ଉଦ୍ଧାର କରି ବେଲପଡା ଡାକ୍ତର ଖାନାକୁ ଅଣାଯାଇଥିଲା ।