ବାରିପଦା ସଦର: ଧାନଶୁଳା ଠାରେ ଅନୁଷ୍ଠିତ ହେଲା 29ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ
ମୟୂରଭଞ୍ଜ ଜିଲ୍ଲା ଧାନଶୁଳା ଠାରେ ଲୁଗାଲ ତାରାଶ କ୍ଲବ ଦ୍ୱାରା ଆୟୋଜିତ 29ତମ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି। କ୍ରୀଡ଼ା ପ୍ରତିଭାଙ୍କୁ ଉତ୍ସାହିତ କରିବା ସହ ଖେଳର ମହତ୍ତ୍ୱ ଉପରେ ଦେଲେ ବାର୍ତ୍ତା।