#ଶିଶୁକନ୍ୟାର_ହୃଦୟ_ଅସ୍ତ୍ରୋପଚାର_ପାଇଁ_ସହାୟତା_ସଂଗ୍ରହ 3 ମାସର ଶିଶୁକନ୍ୟାର ହୃଦୟରେ ଛିଦ୍ର ରହିଛି। ଶିଶୁଟିର ଅସ୍ତ୍ରୋପଚାର ଖର୍ଚ୍ଚ ପାଇଁ ସମାଜସେବୀ ଅନୁପମା ମଣ୍ଡଳ ଆର୍ଥିକ ସହାୟତା ସଂଗ୍ରହ କରୁଛନ୍ତି। 3 ମାସର ଶିଶୁକନ୍ୟାର ହୃଦୟ ଅସ୍ତ୍ରୋପଚାର ପାଇଁ ସହାୟତା ସଂଗ୍ରହ କରୁଛନ୍ତି ଅନୁପମା ମଣ୍ଡଳ #AdarshNewsLive #AnupamaMandal #ChildHealth #HeartSurgery #MedicalFundraiser #CommunitySupport #SocialService #OdiaNews