#ଲିଡ୍ ପଦୋନ୍ନତି ତାଲିକାରୁ ଯୋଗ୍ୟ ଶିକ୍ଷକଙ୍କ ନାମ ବାଦ୍ ପଡ଼ିଥିବା ଅଭିଯୋଗ; ତୁରନ୍ତ ସଂଶୋଧନ ଦାବି। କୋରୁକୋଣ୍ଡାରେ BEO କାର୍ଯ୍ୟାଳୟର ଅବହେଳା ଅଭିଯୋଗ: ପଦୋନ୍ନତିରୁ ବଞ୍ଚିତ ଶିକ୍ଷକଙ୍କ ଅସନ୍ତୋଷ #Malkangiri #Korukonda #Teachers #Promotion #EducationDepartment #OdishaNews #TeachersRights #AdarshNewsLive