Public App Logo
Profile Picture

ଆଦର୍ଶ ନ୍ୟୁଜ Live

@adarshnewslive
481Followers
18Following
Video 0
କୋରାପୁଟ : ଚାଲିଥିଲା ଦିଶା ବୈଠକ । ବୈଠକ ପରେ ହଠାତ ମୁହାଁମୁହିଁ ହେଲେ ଜୟପୁର ବିଧାୟକ ଓ କିଛି ସାମ୍ବାଦିକ । ସାମ୍ବାଦିକଙ୍କ ପାଇଁ ସୀମା ରେଖା ଟାଣିଲେ ବିଧାୟକ, ସାମ୍ବାଦିକ କହିଲେ ପ୍ରଶ୍ନ ପଚାରିବା ଆମ କର୍ମ ।
ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର!
ଚାଳକ ଗୁରୁତର ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ବଳଦିଆଗୁଡ଼ା ମୁଖ୍ୟରାସ୍ତାରେ ଦୁର୍ଘଟଣା। ମାଲକାନଗିରିରୁ ଜୟପୁର ଯାଉଥିବା ବେଳେ ରାସ୍ତାକଡ଼ ଗଛରେ ଧକ୍କା ଦେଲା କାର । ଦୁର୍ଘଟଣାରେ କାର୍‌ ଚୁରମାର୍‌, ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି।
<nis:link nis:type=tag nis:id=adarshnewslive nis:value=adarshnewslive nis:enabled=true nis:link/>
ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର!
ଚାଳକ ଗୁରୁତର ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ବଳଦିଆଗୁଡ଼ା ମୁଖ୍ୟରାସ୍ତାରେ ଦୁର୍ଘଟଣା। ମାଲକାନଗିରିରୁ ଜୟପୁର ଯାଉଥିବା ବେଳେ ରାସ୍ତାକଡ଼ ଗଛରେ ଧକ୍କା ଦେଲା କାର । ଦୁର୍ଘଟଣାରେ କାର୍‌ ଚୁରମାର୍‌, ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି।
<nis:link nis:type=tag nis:id=ଜୟପୁର_କେନାଲ_ପାଣିରେ_ଜଣେ_ଯୁବକ_ଭାସିଯିବା_ଘଟଣା nis:value=ଜୟପୁର_କେନାଲ_ପାଣିରେ_ଜଣେ_ଯୁବକ_ଭାସିଯିବା_ଘଟଣା nis:enabled=true nis:link/> <nis:link nis:type=tag nis:id=ସାମ୍ନାକୁ_ଆସିଛି। nis:value=ସାମ୍ନାକୁ_ଆସିଛି। nis:enabled=true nis:link/> ଘଟଣାସ୍ଥଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର ପାଇଁ ଖୋଜାଖୋଜି ଜାରି ରହିଛି।
କୋରାପୁଟ ଦିଶା ବୈଠକରେ ସାମ୍ବାଦିକଙ୍କୁ ନେତାଙ୍କ ଅସଦାଚରଣ ବ୍ୟବହାର ଦେଖନ୍ତୁ ପୁରା ଭିଡିଓ।
ତିନି ଭାଇଭଉଣୀ କରୁଥିଲେ <nis:link nis:type=tag nis:id=ସାଇବରଫ୍ରଡ୍ nis:value=ସାଇବରଫ୍ରଡ୍ nis:enabled=true nis:link/> !
ସମ୍ବଲପୁର ସାଇବର ପୋଲିସକୁ ବଡ଼ ସଫଳତା। ଝାରସୁଗୁଡ଼ାର ତିନି ଭାଇଭଉଣୀଙ୍କୁ ଗିରଫ କରିଛି ପୋଲିସ।
ଫେସବୁକ୍‌ରେ ‘<nis:link nis:type=tag nis:id=ଦିଶାଅଗ୍ରୱାଲ’ nis:value=ଦିଶାଅଗ୍ରୱାଲ’ nis:enabled=true nis:link/> ନାଁରେ ଫେକ୍ ଆଇଡି ଖୋଲି ଲୋକଙ୍କୁ ଠକେଇ କରୁଥିବା ଅଭିଯୋଗ। ଟଙ୍କା ଦୁଇଗୁଣ କରିଦେବାର ପ୍ରଲୋଭନ ଦେଇ ଠକୁଥିଲେ ବୋଲି ସୂଚନା।
୧୫ ଲକ୍ଷ ଟଙ୍କା ଜବତ ସହ ବହୁ ପରିମାଣର ସୁନା ଅଳଙ୍କାର ଜବତ କରିଛି ସାଇବର ପୋଲିସ। ରାଉରକେଲାରେ ମଧ୍ୟ ଅନେକ ଲୋକଙ୍କୁ ଠକେଇ କରିଥିବା ନେଇ ସୂଚନା ମିଳିଛି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିବସ ପାଳିତ କୁ ନେଇ ପ୍ରତିକ୍ରିୟା ରଖିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି
ମାଲକାନଗିରି ଜିଲ୍ଲା ପ୍ରଶାସନକୁ PNB ପକ୍ଷରୁ ମର୍ଚ୍ଚୁଆରୀ ଭ୍ୟାନ୍ ପ୍ରଦାନ

ମାଲକାନଗିରି, ୧୮/୦୯: ମାନବିକତା ଓ ସାମାଜିକ ଦାୟିତ୍ୱବୋଧର ପରିଚୟ ଦେଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB)ର ବେରହମ୍ପୁର ସର୍କଲ ପକ୍ଷରୁ ମାଲକାନଗିରି ଜିଲ୍ଲା ପ୍ରଶାସନକୁ ଏକ ମର୍ଚ୍ଚୁଆରୀ ଭ୍ୟାନ୍ ପ୍ରଦାନ କରାଯାଇଛି।

୧୮ ସେପ୍ଟେମ୍ବର ୨୦୨୬ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାଲକାନଗିରିର ମାନ୍ୟବର ବିଧାୟକ ନରସିଂହ ମାଡକାମୀଙ୍କ ହସ୍ତରେ ମର୍ଚ୍ଚୁଆରୀ ଭ୍ୟାନ୍‌ଟି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା। ଏହି ଅବସରରେ ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଉପସ୍ଥିତ ଥିଲେ।
ମାଲକାନଗିରିରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ନୂତନ ଏଟିଏମ୍ ଉଦ୍‌ଘାଟନ; ହିତାଧିକାରୀଙ୍କୁ ସହାୟତା ବଣ୍ଟନ କଲେ ଜିଲ୍ଲାପାଳ
ମାଲକାନଗିରି,୧୭/୯(ଭଲଖବର ):
ମାଲକାନଗିରି ସହରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ପକ୍ଷରୁ ଏକ ନୂତନ ଏଟିଏମ୍‌ର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଗୁରୁବାର ଅନୁଷ୍ଠିତ ଏହି ଉଦ୍‌ଘାଟନୀ ସମାରୋହରେ ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଏଟିଏମ୍‌ର ଶୁଭାରମ୍ଭ କରିଥିଲେ।
<nis:link nis:type=tag nis:id=କଇଁଛ_ଚାଲାଣ_ରାକେଟ୍‌_ଉପରେ_ବଡ଼_ଆକ୍ସନ୍! nis:value=କଇଁଛ_ଚାଲାଣ_ରାକେଟ୍‌_ଉପରେ_ବଡ଼_ଆକ୍ସନ୍! nis:enabled=true nis:link/>
<nis:link nis:type=tag nis:id=ମୋଟୁ_ପୋଲିସ_ଓ_ବନ_ବିଭାଗକୁ_ବଡ଼_ସଫଳତା। nis:value=ମୋଟୁ_ପୋଲିସ_ଓ_ବନ_ବିଭାଗକୁ_ବଡ଼_ସଫଳତା। nis:enabled=true nis:link/>
ପେଟ୍ରୋଲିଂ ବେଳେ ୫୫ଟି ଜୀବନ୍ତ କଇଁଛ ଉଦ୍ଧାର।
୪ ଚାଲାଣକାରୀ ଗିରଫ, ୪ଟି ମୋବାଇଲ ଫୋନ୍ ଓ ୨ଟି ମୋଟରସାଇକେଲ ଜବତ।
ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ଚାଲିଥିଲା କଇଁଛ ଚାଲାଣ!
ମୋଟୁ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ ସମୟରେ ଚାଲାଣକାରୀଙ୍କୁ ଧରିଥିଲା ପୋଲିସ। ଉଦ୍ଧାର କଇଁଛ ସହ ଜବତ ସାମଗ୍ରୀକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି।
<nis:link nis:type=tag nis:id=adarshnewslive nis:value=adarshnewslive nis:enabled=true nis:link/>
<nis:link nis:type=tag nis:id=ମାନ୍ୟବର_ପ୍ରଧାନମନ୍ତ୍ରୀ_ନରେନ୍ଦ୍ର_ମୋଦିଜୀଙ୍କ_ଜନ୍ମ_ଦିନ nis:value=ମାନ୍ୟବର_ପ୍ରଧାନମନ୍ତ୍ରୀ_ନରେନ୍ଦ୍ର_ମୋଦିଜୀଙ୍କ_ଜନ୍ମ_ଦିନ nis:enabled=true nis:link/> <nis:link nis:type=tag nis:id=ଅବସରରେ_ଜୟପୁର_ବନ_ବିଭାଗ_ପକ୍ଷରୁ_ଏକ_ପେଡ_ମାଁ nis:value=ଅବସରରେ_ଜୟପୁର_ବନ_ବିଭାଗ_ପକ୍ଷରୁ_ଏକ_ପେଡ_ମାଁ nis:enabled=true nis:link/> କେ <nis:link nis:type=tag nis:id=ନାମ_କାର୍ଯ୍ୟକ୍ରମ। nis:value=ନାମ_କାର୍ଯ୍ୟକ୍ରମ। nis:enabled=true nis:link/>
କୋଟପାଡ଼ ମେଡିକାଲ ଗାର୍ଡଙ୍କ ଅଚାନକ ଦେହାନ୍ତ ପରେ ପରିବାର ଓ ସିକ୍ୟୁରୁଟି ଗାର୍ଡଙ୍କ ଧାରଣାରେ ସାମିଲ ହେଲେ ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ
<nis:link nis:type=tag nis:id=kotpadnews nis:value=kotpadnews nis:enabled=true nis:link/> <nis:link nis:type=tag nis:id=kotpad nis:value=kotpad nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> <nis:link nis:type=tag nis:id=adarshnewslive nis:value=adarshnewslive nis:enabled=true nis:link/>
<nis:link nis:type=tag nis:id=କୋଟପାଡ଼_ମେଡିକାଲରେ_ମେଡିକାଲ_ଗାର୍ଡଙ୍କ_ଦେହାନ୍ତ nis:value=କୋଟପାଡ଼_ମେଡିକାଲରେ_ମେଡିକାଲ_ଗାର୍ଡଙ୍କ_ଦେହାନ୍ତ nis:enabled=true nis:link/>
କୋଟପାଡ଼ ମେଡିକାଲରେ ଅଭାବନୀୟ ଘଟଣା। ଗଣେଶ ବିସର୍ଜନ ଚାଲିଥିବା ସମୟରେ ହଠାତ୍ ଟଳିପଡ଼ିଲେ ମେଡିକାଲରେ କାର୍ଯ୍ୟରତ ଜଣେ ମେଡିକାଲ ଗାର୍ଡ। ଚିକିତ୍ସା ପାଇଁ ତାଙ୍କୁ ମେଡିକାଲରେ ନିଆଯାଇଥିଲେ ମଧ୍ୟ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ମୃତ ମେଡିକାଲ ଗାର୍ଡ ହେଉଛନ୍ତି ବୈପାରୀଗୁଡା ବ୍ଳକ ଦଶମନ୍ତପୁର ଅଞ୍ଚଳର ପିଙ୍କୁ ପ୍ରଧାନୀ l ଘଟଣା ସମୟରେ ସେ କୋଟପାଡ଼ ମେଡିକାଲ ପରିସରରେ ଡ୍ୟୁଟିରେ ଥିବା ସୂଚନା ମିଳିଛି।
<nis:link nis:type=tag nis:id=ଜେଲ_ମୃତ୍ୟୃ_ଘଟଣାରେ_ଏସପିଙ୍କ_ପ୍ରତିକ୍ରିୟା! nis:value=ଜେଲ_ମୃତ୍ୟୃ_ଘଟଣାରେ_ଏସପିଙ୍କ_ପ୍ରତିକ୍ରିୟା! nis:enabled=true nis:link/>
ମାଲକାନଗିରି ଜେଲ୍ ମୃତ୍ୟୁକୁ ନେଇ ମାଲକାନଗିରି ଏସପିଙ୍କ ପ୍ରତିକ୍ରିୟା। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ମୃତକଙ୍କ ପରିବାର ପକ୍ଷରୁ ଏସ୍ପିଙ୍କୁ ସାକ୍ଷାତ କରି ପରିବାରର ଜଣଙ୍କୁ ଚାକିରି ଏବଂ ପିଲା ଛୁଆଙ୍କୁ ପାଠପଢ଼ା ଖର୍ଚ୍ଚ ସହିତ ୫୦ଲକ୍ଷ ଟଙ୍କା
<nis:link nis:type=tag nis:id=ମାଲକାନଗିରିରେ_ଏକ_ପେଡ୍_ମା_କେ_ନାମ୍_ଓ_ସେବା_ସଂକଳ୍ପ nis:value=ମାଲକାନଗିରିରେ_ଏକ_ପେଡ୍_ମା_କେ_ନାମ୍_ଓ_ସେବା_ସଂକଳ୍ପ nis:enabled=true nis:link/> <nis:link nis:type=tag nis:id=ଅଭିଯାନ_ଶୁଭାରମ୍ଭ।​ପ୍ରଧାନମନ୍ତ୍ରୀଙ୍କ nis:value=ଅଭିଯାନ_ଶୁଭାରମ୍ଭ।​ପ୍ରଧାନମନ୍ତ୍ରୀଙ୍କ nis:enabled=true nis:link/> ଜନ୍ମଦିନରେ ବ୍ୟାପକ ବୃକ୍ଷରୋପଣ; ଆରମ୍ଭ ହେଲା 'ବରଗଛ ବନ୍ଧୁ ଅଭିଯାନ'<nis:link nis:type=tag nis:id=adarshnewslive nis:value=AdarshNewsLive nis:enabled=true nis:link/>
ପୁଣି ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲ ସମ୍ମୁଖରେ ସମ୍ପର୍କୀୟ ଙ୍କ ଉତ୍ତେଜନା। । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ତେଜନା ରୋକିବାକୁ ପ୍ରୟାସ, କିନ୍ତୁ ମୃତକଙ୍କ ସମ୍ପର୍କୀୟ ଶବ ଧରି ମାଲକାନଗିରି ଉପ କାରାଗାର ମୁହାଁ ଚାଲି ଚାଲି ବାହାରିଲେ
<nis:link nis:type=tag nis:id=ମାଲକାନଗିରି_କାରାଗାରରେ_ବିଚାରଧୀନ_ମୁଦଲାଙ୍କ_ସନ୍ଧେହ nis:value=ମାଲକାନଗିରି_କାରାଗାରରେ_ବିଚାରଧୀନ_ମୁଦଲାଙ୍କ_ସନ୍ଧେହ nis:enabled=true nis:link/> <nis:link nis:type=tag nis:id=ଜନକ_ମୃତ୍ୟୁ_ପରିବାର_ଲୋକଙ୍କ_ଉତେଜନା nis:value=ଜନକ_ମୃତ୍ୟୁ_ପରିବାର_ଲୋକଙ୍କ_ଉତେଜନା nis:enabled=true nis:link/>
ମାଲକାନଗିରି କାରାଗାରରେ ବିଚାରଧୀନ ମୁଦଲାଙ୍କ ସନ୍ଧେହ ଜନକ ମୃତ୍ୟୁ, ପରିବାର ଲୋକଙ୍କ  ଉତେଜନା
ଜୟପୁର : ଗଣେଶ ପୂଜା ଚାନ୍ଦା ନାଁରେ ଗତ କାଲି ବ୍ୟବସାୟୀଙ୍କୁ ଆକ୍ରମଣ କରିବା ସହ ମିଠା ଦୋକାନ ଭଙ୍ଗାରୁଜା କରିଥିଲେ, ଆଜି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଟାଉନ ପୋଲିସ ।
ମାଲକାନଗିରି ଜିଲ୍ଲାରେ ଧୁମଧାମରେ ପାଳିତ ହେଉଛି ଗଣେଶ ପୂଜା। ଜିଲ୍ଲାର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ସାଜସଜ୍ଜାରେ ପୂଜା ମଣ୍ଡପ ପ୍ରସ୍ତୁତ ହୋଇଥିବା ବେଳେ, ବିଘ୍ନ ବିନାଶକ ଶ୍ରୀଗଣେଶଙ୍କ ଦର୍ଶନ ପାଇଁ ମଣ୍ଡପଗୁଡ଼ିକରେ ଭକ୍ତଙ୍କ ଭିଡ଼ ଜମୁଛି।
ନିର୍ମାଣ ହେବ ଭବ୍ୟ ଜଗନ୍ନାଥ ମନ୍ଦିର
ଧାର୍ମିକ ପର୍ଯ୍ୟଟନକୁ ମିଳିବ ନୂଆ ଦିଗ
ଲମତାପୁଟ ଅଞ୍ଚଳରେ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ ନେଇ ସୂଚନା ଦେଇଛନ୍ତି ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଏହି ପଦକ୍ଷେପ ଲମତାପୁଟର ଧାର୍ମିକ ଓ ପର୍ଯ୍ୟଟନ ମହତ୍ତ୍ୱକୁ ଆହୁରି ବଢ଼ାଇବ ବୋଲି ଆଶା।

<nis:link nis:type=tag nis:id=lamtaput nis:value=lamtaput nis:enabled=true nis:link/>  <nis:link nis:type=tag nis:id=jagannathmandir nis:value=JagannathMandir nis:enabled=true nis:link/>  <nis:link nis:type=tag nis:id=koraput nis:value=koraput nis:enabled=true nis:link/> <nis:link nis:type=tag nis:id=jayapur nis:value=jayapur nis:enabled=true nis:link/> <nis:link nis:type=tag nis:id=taraprasadbahinipati nis:value=TaraPrasadBahinipati nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/>  <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=koraputnews nis:value=KoraputNews nis:enabled=true nis:link/> <nis:link nis:type=tag nis:id=adarshnewslive nis:value=AdarshNewsLive nis:enabled=true nis:link/>
ଆଦର୍ଶ ନ୍ୟୁଜ ତରଫରୁ ପବିତ୍ର ନୂଆଁଖାଇର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ମା' ସମଲେଶ୍ୱରୀଙ୍କ କୃପାରୁ ଆପଣଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ।
<nis:link nis:type=tag nis:id=ବର୍ଷାରେ_ଉପୁଡ଼ିଲା_ଗଛ_ଅବରୋଧ_ହେଲା_ରାସ୍ତା nis:value=ବର୍ଷାରେ_ଉପୁଡ଼ିଲା_ଗଛ_ଅବରୋଧ_ହେଲା_ରାସ୍ତା nis:enabled=true nis:link/>
 ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ପଡ଼ିଆ ଅଞ୍ଚଳର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିଲା। ଫଳରେ ଯାତାୟାତ ବ୍ୟାହତ ହୋଇଥିବା ବେଳେ ପଡ଼ିଆ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତାକୁ ସ୍ୱାଭାବିକ କରିଛି।
ମାଲକାନଗିରି: ସହରର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ! <nis:link nis:type=tag nis:id=adarshnewslive nis:value=adarshnewslive nis:enabled=true nis:link/> <nis:link nis:type=tag nis:id=malkangirihalchal nis:value=malkangirihalchal nis:enabled=true nis:link/>