#ମିଛ_ପ୍ରମୋଶନ_ବନ୍ଦ_ହେଉ_ନାରା_ଦେଇ_ଗର୍ଜିଲେ_ଶିକ୍ଷକ । ମାଲକାନଗିରି ଜିଲ୍ଲାରେ ଥିବା ଶିକ୍ଷକ ମାନଙ୍କ ପ୍ରମୋଶନ ଲିଷ୍ଟ ରେ ଯୋଗ୍ୟ ଶିକ୍ଷକ ମାନଙ୍କ ନା ନଥିବା ଯୋଗୁଁ 30 ରୁ ଉର୍ଦ୍ଧ ଶିକ୍ଷକ ଏହି ପ୍ରମୋଶନ ପକ୍ରିୟାକୁ ବିରୋଧ କରିଛନ୍ତି । ଏଥିସହ ସରକାରୀ ଉଚ୍ଚ ବିଦ୍ୟାଳୟ ମାଲକାନଗିରି ସମ୍ମୁଖରେ ବସି ମିଛ ପ୍ରମୋଶନ ବନ୍ଦ ହେଉ ନାରା ଦେଉଛନ୍ତି ଓ ଯୋଗ୍ୟ ଶିକ୍ଷକଙ୍କୁ ନିୟମ ଅନୁଯାୟୀ ପ୍ରମୋସନ ଦିଆଯାଉ ବୋଲି ଦାବି କରିଛନ୍ତି ।