Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Gujarat
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh

News in Malkangiri

ମାଲକାନଗିରି : ହକ୍ ପାଇଁ ଗର୍ଜିଲା ଆଶା କର୍ମୀ ସଂଘ! ୯ ଦଫା ଦାବି ନେଇ ଆଜିଠାରୁ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ରାଜ୍ୟବ୍ୟାପୀ ମହାନ ସଂଗ୍ରାମ!

​#Malkangiri #AshaKarmieAndolan #AshaWorkersProtest #MalkangiriNews #DailyMalkangiri #OdishaAshaAssociation #HealthWorkers #OdishaNews #LaborRights #NHMOdisha

ମାଲକାନଗିରି : ହକ୍ ପାଇଁ ଗର୍ଜିଲା ଆଶା କର୍ମୀ ସଂଘ! ୯ ଦଫା ଦାବି ନେଇ ଆଜିଠାରୁ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ରାଜ୍ୟବ୍ୟାପୀ ମହାନ ସଂଗ୍ରାମ! ​#Malkangiri #AshaKarmieAndolan #AshaWorkersProtest #MalkangiriNews #DailyMalkangiri #OdishaAshaAssociation #HealthWorkers #OdishaNews #LaborRights #NHMOdisha

Malkangiri, Malkangiri | Jul 9, 2026

ନଅ ଦଫା ଦାବି ନେଇ ରାଜ ରାସ୍ତାରେ ଓହ୍ଲାଇଛନ୍ତି ଶତାଧିକ ଆଶା କର୍ମୀ । ଦାବି ପୁରଣ କରିବା ଲାଗି ମାଲକାନଗିରି ଜିଲ୍ଲାରେ ବିଶାଳ ଶୋଭାଯାତ୍ରା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଶାକର୍ମୀ । ଚାକିରି ସ୍ଥାୟୀ କରିବା ସହ ମାସିକ ଦରମା 7 ହଜାର ରୁ 26 ହଜାର କୁ ବୃଦ୍ଧି କରିବା । ସାମାଜିକ ସୁରକ୍ଷା ଓ ପେନ୍‌ସନ ବିମା ବ୍ୟବସ୍ଥା ଲାଗୁ କରିବା ଆଶା କର୍ମଚାରୀଙ୍କ ମୁଖ୍ୟ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର   ପ୍ରଦାନ କରିଛନ୍ତି ଆଶାକର୍ମୀ । ଦୀର୍ଘଦିନ ଆଶାକର୍ମୀ ମାନେ ଦାବି କରିଆସୁଥିଲେ ହେଁ ରାଜ୍ୟ ସରକାର ଆଶାକର୍ମୀଙ୍କୁ ଦୁଇଟି କାମ କହି 64 ଟି କାମ କରାଉଥିବା ଅଭିଯୋଗ ହୋଇଛି । ଖୁବ ଶୀଘ୍ର ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଆଶାକର୍ମୀ ଚେତାବନୀ ଦେଇଛନ୍ତି ।

୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୟପୁର  ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦେଶକ 
ଚଢ଼ାଉରେ ଆହୁରି ୪.୯୦ ଲକ୍ଷ ଟଙ୍କା ଜବତ; ମୋଟ ନଗଦ ଜବତ ୬.୯୦ ଲକ୍ଷ, ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର

୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦେଶକ ଚଢ଼ାଉରେ ଆହୁରି ୪.୯୦ ଲକ୍ଷ ଟଙ୍କା ଜବତ; ମୋଟ ନଗଦ ଜବତ ୬.୯୦ ଲକ୍ଷ, ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର

Malkangiri, Malkangiri | Jul 8, 2026

ଏକତା ଆଗରେ ହାର ମାନିଲା ସମସ୍ୟା! କାଲିମେଳା MPV-81 ଗ୍ରାମବାସୀ ମିଶି ନିଜ ଶ୍ରମଦାନରେ ନିର୍ମାଣ କଲେ ବ୍ରିଜ୍‌!
ଗାଁ ମଝିରେ କେନାଲ, ଯାତାୟାତ ପାଇଁ ଭୋଗୁଥିଲେ ଅସୁବିଧା:
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମହାରାଜପାଲି ପଞ୍ଚାୟତର MPV-81 ଗ୍ରାମରୁ ଏକ ପ୍ରେରଣାଦାୟୀ ଖବର ସାମ୍ନାକୁ ଆସିଛି। ଗାଁ ମଝିରେ କେନାଲ ଥିବାରୁ ଗ୍ରାମଟି ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ବିଦ୍ୟାଳୟ, ଖେଳପଡ଼ିଆ, ଦୁର୍ଗା ମଣ୍ଡପ ଓ ଅନ୍ୟ ଜନବସତିକୁ ଯିବା ପାଇଁ ଦୁଇ ମୁଣ୍ଡରେ ବ୍ରିଜ୍ ଥିଲେ ମଧ୍ୟ, ଲୋକଙ୍କୁ ପ୍ରାୟ ୧ କିଲୋମିଟର ରାସ୍ତା ବୁଲି ଯିବାକୁ ପଡୁଥିଲା। ବିଶେଷ କରି ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ଏଥିପାଇଁ ଦୀର୍ଘ ଦିନ ହେବ ଅସୁବିଧା ସାମ୍ନା କରୁଥିଲେ।

#MalkangiriNews #MPV81 #Odisha

ଏକତା ଆଗରେ ହାର ମାନିଲା ସମସ୍ୟା! କାଲିମେଳା MPV-81 ଗ୍ରାମବାସୀ ମିଶି ନିଜ ଶ୍ରମଦାନରେ ନିର୍ମାଣ କଲେ ବ୍ରିଜ୍‌! ଗାଁ ମଝିରେ କେନାଲ, ଯାତାୟାତ ପାଇଁ ଭୋଗୁଥିଲେ ଅସୁବିଧା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମହାରାଜପାଲି ପଞ୍ଚାୟତର MPV-81 ଗ୍ରାମରୁ ଏକ ପ୍ରେରଣାଦାୟୀ ଖବର ସାମ୍ନାକୁ ଆସିଛି। ଗାଁ ମଝିରେ କେନାଲ ଥିବାରୁ ଗ୍ରାମଟି ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ବିଦ୍ୟାଳୟ, ଖେଳପଡ଼ିଆ, ଦୁର୍ଗା ମଣ୍ଡପ ଓ ଅନ୍ୟ ଜନବସତିକୁ ଯିବା ପାଇଁ ଦୁଇ ମୁଣ୍ଡରେ ବ୍ରିଜ୍ ଥିଲେ ମଧ୍ୟ, ଲୋକଙ୍କୁ ପ୍ରାୟ ୧ କିଲୋମିଟର ରାସ୍ତା ବୁଲି ଯିବାକୁ ପଡୁଥିଲା। ବିଶେଷ କରି ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ଏଥିପାଇଁ ଦୀର୍ଘ ଦିନ ହେବ ଅସୁବିଧା ସାମ୍ନା କରୁଥିଲେ। #MalkangiriNews #MPV81 #Odisha

Malkangiri, Malkangiri | Jul 8, 2026

ପୋଟେରୁ ଜଳସେଚନ ବିଭାଗର ଟେଣ୍ଡରକୁ ନେଇ ଚର୍ଚ୍ଚା: ଚୁକ୍ତି ସମ୍ପାଦନ ହେଲାନି, ନିୟମକୁ ନେଇ ଉଠିଲା ପ୍ରଶ୍ନ

ପୋଟେରୁ ଜଳସେଚନ ବିଭାଗର ଟେଣ୍ଡରକୁ ନେଇ ଚର୍ଚ୍ଚା: ଚୁକ୍ତି ସମ୍ପାଦନ ହେଲାନି, ନିୟମକୁ ନେଇ ଉଠିଲା ପ୍ରଶ୍ନ

Malkangiri, Malkangiri | Jul 8, 2026

ମାଲକାନଗିରି : ଆସ୍ପାୟର' (ASPIRE) ର ଶୁଭାରମ୍ଭ:
ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଫଳାଫଳରେ ସୁଧାର ଆଣିବା ପାଇଁ ଚାଲୁଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ 'ଆସ୍ପାୟର'ର ଲୋଗୋ ଏବଂ ଜର୍ନାଲକୁ ଜିଲ୍ଲାପାଳ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଉନ୍ମୋଚନ କରାଯାଇଛି।
​
#MalkangiriNews

ମାଲକାନଗିରି : ଆସ୍ପାୟର' (ASPIRE) ର ଶୁଭାରମ୍ଭ: ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଫଳାଫଳରେ ସୁଧାର ଆଣିବା ପାଇଁ ଚାଲୁଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ 'ଆସ୍ପାୟର'ର ଲୋଗୋ ଏବଂ ଜର୍ନାଲକୁ ଜିଲ୍ଲାପାଳ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଉନ୍ମୋଚନ କରାଯାଇଛି। ​ #MalkangiriNews

Malkangiri, Malkangiri | Jul 7, 2026