ଲଖନପୁର: ବାତ୍ୟା ଅକବାନ: ଏସଆରସି କଣ୍ଟ୍ରୋଲ ରୁମରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ସୁରେଶ ପୂଜାରୀ
ବାତ୍ୟା ଅକବାନର ମୁକାବିଲା ପାଇଁ ଏସଆରସି କଣ୍ଟ୍ରୋଲ ରୁମରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମନ୍ତ୍ରୀ ସୁରେଶ ପୂଜାରୀ। ବାତ୍ୟାର ସ୍ଥିତି ଓ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ଉପରେ ରଖାଯାଉଛି କଡ଼ା ନଜର।