ଝାରସୁଗୁଡା: ଝାରସୁଗୁଡ଼ାର ପ୍ରତିଭାମାନଙ୍କୁ ସମ୍ମାନ: ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ନୂଆ ପଦକ୍ଷେପ
ଝାରସୁଗୁଡ଼ାର ପ୍ରତିଭାବାନ ଓ ସଫଳ ବ୍ୟକ୍ତିମାନଙ୍କୁ ସମ୍ମାନିତ କରିବା ପାଇଁ ବିଧାୟକ ଟଙ୍କଧର ତ୍ରିପାଠୀ ଆରମ୍ଭ କରିଛନ୍ତି 'The Gems of Jharsuguda' ଅଭିଯାନ। ଜିଲ୍ଲାର ଗୌରବ ବଢ଼ାଉଥିବା ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ଏହି ପ୍ରୟାସର ମୁଖ୍ୟ ଲକ୍ଷ୍ୟ।