ଝାରସୁଗୁଡା: ଝାରସୁଗୁଡ଼ା: କେଲଡ଼ା ବନ ସୁରକ୍ଷା ସମିତି ଗୃହ ପାଲଟିଲା ଦକ୍ଷତା ବିକାଶ କେନ୍ଦ୍ର
ଝାରସୁଗୁଡ଼ାର କେଲଡ଼ାଠାରେ ନିର୍ମିତ ବନ ସୁରକ୍ଷା ସମିତି ଗୃହ ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଜୀବିକା ଓ ଦକ୍ଷତା ବିକାଶର କେନ୍ଦ୍ର ହୋଇଛି। ଏଠାରେ କମ୍ପ୍ୟୁଟର ଓ ସିଲେଇ ତାଲିମ୍ ସହ ବିଭିନ୍ନ ସାମୂହିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।