ଝାରସୁଗୁଡା: ଯୋଗୀ ଆଦିତ୍ୟନାଥଙ୍କ ମାତାଙ୍କ ବିୟୋଗରେ ଝାରସୁଗୁଡ଼ା ବିଧାୟକଙ୍କ ଶୋକ
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମାତା ଶ୍ରୀମତୀ ସାବିତ୍ରୀ ଦେବୀଙ୍କ ବିୟୋଗରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।