ଝାରସୁଗୁଡା: ଝାରସୁଗୁଡ଼ା: POCSO ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ, ପୀଡ଼ିତା ପାଇବେ 10 ଲକ୍ଷ
ଝାରସୁଗୁଡ଼ା ସ୍ୱତନ୍ତ୍ର POCSO ଅଦାଲତ ଏକ ମାମଲାରେ ଅଭିଯୁକ୍ତ ସୁନୀଲ କୁମାର ନାଏକଙ୍କୁ ଆଜୀବନ କାରାଦଣ୍ଡ ସହ 30 ହଜାର ଟଙ୍କା ଜରିମାନା କରିଛନ୍ତି। ଏହାସହ ପୀଡ଼ିତାଙ୍କୁ 10 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।