ଝାରସୁଗୁଡା: ଝାରସୁଗୁଡ଼ା: PACSରେ କଷ୍ଟମ୍ ହାୟାରିଂ ସେଣ୍ଟର ପ୍ରତିଷ୍ଠା ନେଇ ଦିଗ୍ଦର୍ଶନ କାର୍ଯ୍ୟକ୍ରମ
ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ PACS ମାଧ୍ୟମରେ କଷ୍ଟମ୍ ହାୟାରିଂ ସେଣ୍ଟର ପ୍ରତିଷ୍ଠା ପାଇଁ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହାଦ୍ୱାରା ଚାଷୀମାନେ ସୁଲଭ ମୂଲ୍ୟରେ ଆଧୁନିକ କୃଷି ଯନ୍ତ୍ରପାତି ଭଡ଼ାରେ ପାଇପାରିବେ।