ବାରିପଦା ସଦର: ମୟୂରଭଞ୍ଜ: ଶହୀଦ ବୀର ଜବାନଙ୍କୁ ଶ୍ରଦ୍ଧାଞ୍ଜଳି, ପାଳିତ ହେଲା ଶହୀଦ ଦିବସ
୨୦୦୯ ମସିହାରେ ମାଓବାଦୀ ଆକ୍ରମଣରେ ଶହୀଦ ହୋଇଥିବା ୩ ବୀର ପୋଲିସ କର୍ମଚାରୀଙ୍କୁ ମୟୂରଭଞ୍ଜରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସାଂସଦଙ୍କୁ ସୁରକ୍ଷା ଦେବାକୁ ଯାଇ ପ୍ରାଣ ଦେଇଥିଲେ ଏହି ଜବାନ। ଜିଲ୍ଲା ପୋଲିସ ପକ୍ଷରୁ ଶହୀଦ ଦିବସ ପାଳିତ ହୋଇଛି।