ପାଟଣାଗଡ: ସୋଲବନ୍ଧ ପିଏମ୍ଶ୍ରୀ ସ୍କୁଲରେ ବିଜ୍ଞାନ ମେଳା, ୧୦ ଛାତ୍ରଛାତ୍ରୀ ପୁରସ୍କୃତ
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ସୋଲବନ୍ଧ ସରକାରୀ ପିଏମ୍ଶ୍ରୀ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦ ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ସେମାନେ ବ୍ଲକସ୍ତରୀୟ ମେଳା ପାଇଁ ଚୟନ ହୋଇଛନ୍ତି।