ପୁରୀ ପୋଲିସ ଟିମ୍ ଭଦ୍ରକ ଏକ କେସ ର ତଦନ୍ତ କରିବାକୁ ଯିବା ବେଳେ ଦୁର୍ଘଟଣା ର ଶିକାର ହୋଇଛନ୍ତି।ଏହି ଦୁର୍ଘଟଣାରେ ଦୁଇଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।