-ORS ମନୀଷା ମିଶ୍ର ଚାକିରିରୁ ବହିଷ୍କାର
-ଚାକିରିରୁ ବହିଷ୍କାର କଲେ ରାଜ୍ୟ ସରକାର
-ବାଲିଆପାଳ ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ର
-ଲାଞ୍ଚ ନେବା ଅଭିଯୋଗରେ ଗଲା ଚାକିରି
-୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ହୋଇଥିଲେ ଗିରଫ
-ଭିଜିଲାନ୍ସ ମାମଲାରେ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ
-ତୁରନ୍ତ କାର୍ଯ୍ୟକାରୀ ହେଲା ଚାକିରିରୁ ବହିଷ୍କାର ନିର୍ଦ୍ଦେଶ
-ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ରାଜସ୍ବ ବିଭାଗ ପକ୍ଷରୁ ଜାରି ହେଲା ଆଦେଶ
Konark, Puri | Nov 10, 2026