Public App Logo
Profile Picture

ଝାରସୁଗୁଡ଼ା ନ୍ୟୁଜ

@khabarjordar
40092Followers
5Following
ଝାରସୁଗୁଡା: ରିଜର୍ଭ ପୋଲିସ କ୍ୟାମ୍ପସ ନିକଟରେ ଏମ.ସି.ଏଲ. ପକ୍ଷରୁ ଏକ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କରିବା ପାଇଁ ଏମ.ସି.ଏଲ ପକ୍ଷରୁ ସୂଚନା ମିଳିଛି
ଝାରସୁଗୁଡା: ଆଜି ବନ୍ଧବାହଲ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିବା ନେଇ ଆଜି ଏସ.ପି. ତାଙ୍କ କାର୍ଯ୍ୟାଳୟରେ ସୂଚନା ପ୍ରଦାନ କରିଥିଲେ।
ଝାରସୁଗୁଡା: ଝାରସୁଗୁଡା ବ୍ଳକ କାର୍ଯ୍ୟାଳୟ ଠାରେ ଝାରସୁଗୁଡା ବ୍ଳକ ଅଧଃକ୍ଷା ଚିତ୍ରାଣି ପଟେଲଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ଅଧିବେଶନ ଅନୁଷ୍ଠିତ
ଝାରସୁଗୁଡା: ପଣ୍ଡକିମାଲ ଠାରେ ହିନ୍ଦୁ ସଙ୍ଗଠନ ଦେବସେନା ଝାରସୁଗୁଡ଼ାର ପ୍ରଥମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ଝାରସୁଗୁଡା: ବିଜେଡ଼ି ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ଜୟକୁନାରୀ ପଟେଲ ତାଙ୍କ ବାସ ଭବନଠାରେଙ୍କ ପରଲୋକ, ଶେଷ ଦର୍ଶନ କଲେ ଦୀପାଳି ଦାସ
ଝାରସୁଗୁଡା: ମହରମ ପର୍ବ ପାଇଁ ଝାରସୁଗୁଡା ସହର ପରିକ୍ରମା କଲା ତଜିଆ ଶୋଭାଯାତ୍ରା, ବିଭିନ୍ନ ପ୍ରକାର କଳା କୌଶଳ ଦେଖାଇଲେ ଯୁବକ
ଝାରସୁଗୁଡା: ଆଜି ଝାରସୁଗୁଡା ମଙ୍ଗଲବଜାର ମହରମ ପାଇଁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ଯୋଗଦେଲେ ପୁର୍ବତନ ବିଧାୟିକା ଦୀପାଲି ଦାସ।
ଝାରସୁଗୁଡା: ଝାରସୁଗୁଡା ସହରାଞ୍ଚଳର ହୋଟେଲ ମୋହିନୀ ରୟାଲ ଠାରେ ମହରମ ଅବସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ
ଝାରସୁଗୁଡା: ଆସନ୍ତା ୨୧ଜୁଲାଇରୁ ୨୨ଜୁଲାଇ ପର୍ଯ୍ୟନ୍ତ ଝାରସୁଗୁଡା ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଥିବା ନେଇପାଣିପାଗ ବିଭାଗ ପକ୍ଷରୁ ସୂଚନା
ଝାରସୁଗୁଡା: ବାଲିଯୁରି ଫାଟକ ନିକଟରେ ଖରାପ ରାସ୍ତା ଓ ଦୁଇଟା ଫାଟକ ଯୋଗୁଁ ସ୍ଥାନୀୟ ବାସିନ୍ଦା ଅସୁବିଧାର ସମ୍ମୁଖିନ ନେଇ ଅଭିଯୋଗ କଲେ ସ୍ଥାନୀୟ ବାସିନ୍ଦା
ଝାରସୁଗୁଡା: କୁଲାବିରାରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ବୃକ୍ଷରୋପଣ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଇଥିବା ନେଇ ସୂଚନା ଦେଲେ ଜିଲ୍ଲାପାଳ
ଝାରସୁଗୁଡା: ଧୁତରା-ବାଘଡ଼ିହି ରେଳ ଧାରଣା ଅତିକ୍ରମ କରୁଛି ହାତୀ
ଝାରସୁଗୁଡା: ପୋଖରାସାଲେର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ
ଝାରସୁଗୁଡା: ଏସପିଙ୍କ କାର୍ଯ୍ୟାଳୟଠାରେ ଆସନ୍ତା ୧୭ତାରିଖରେ ହେବାକୁ ଥିବା ମହରମକୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ଝାରସୁଗୁଡା: ଭୁବନେଶ୍ୱରର ଉତ୍କଳ ମଣ୍ଡପଠାରେ ରାଜ୍ୟସ୍ତରୀୟ ନାଟ୍ୟ କର୍ମଶାଳା ଅନୁଷ୍ଠିତ  ଝାରସୁଗୁଡାରୁ ଯୋଗଦେଲେ ଆୟୁସି ପଟନାୟକ
ଝାରସୁଗୁଡା: SUJ ଓଡ଼ିଶା ଝାରସୁଗୁଡା ଶାଖା କର୍ମକର୍ତ୍ତା ମାନେ ଭୁବନେଶ୍ୱର ସ୍ଥିତ କୃଷି ଭବନରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ନିମନ୍ତ୍ରଣ କରିଥିଲେ।
ଝାରସୁଗୁଡା: ପ୍ରଥମେ ଥଇଥାନ ପରେ ଜବରଦଖଲ ଉଚ୍ଛେଦ, ସହରାଞ୍ଚଳରେ ଥିବା ଏକ ଘରୋଇ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ଝାରସୁଗୁଡା: ବିଜୁ ଏକ୍ସପ୍ରେସ ୱେ କଡ଼ରେ ଥିବା ଏକ ଢ଼ାବାରେ ଚଢ଼ାଉ କରି କିଛି ପରିମାଣର ମଦ ଜବତ କରିଛି ପୋଲିସ
ଝାରସୁଗୁଡା: ସହରାଞ୍ଚଳର ପୁରୁଣାବସ୍ତି ଠାରେ ବାହୁଡା ଯାତ୍ରା ଅନୁଷ୍ଠିତ
ଝାରସୁଗୁଡା: କିର୍ମିରା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ଝାରସୁଗୁଡା: ଲଇକେରାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ସ୍ଥାନୀୟ ଜନସାଧାରଣଙ୍କୁ ଗଛ ଲଗାଇବା ପାଇଁ ସଚେତନ କଲେ
ଝାରସୁଗୁଡା: ଝାରସୁଗୁଡ଼ା ସହରାଞ୍ଚଳ ମାଇକ୍ରୋ କଣ୍ଟିନେଣ୍ଟାଲ ହୋଟେଲରେ ଏସ.ୟୁ.ଜେ. ଓଡ଼ିଶା ଝାରସୁଗୁଡା ଶାଖାର ଏକ ବୈଠକ ଅନୁଷ୍ଠିତ।
ଝାରସୁଗୁଡା: କିର୍ମିରା ଠାରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଲଇକେରା ବ୍ଳକ ଅଧ୍ୟକ୍ଷ ଓ ସ୍ଥାନୀୟ ଜନସାଧାରଣ
ସୁନ୍ଦରଗଡ ସହର: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ସେକ୍ଟର ୮ରେ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ବିଧାୟକ
ଝାରସୁଗୁଡା: ଝାରସୁଗୁଡା କାଳି ମନ୍ଦିର ଓ କାଳିବାରିକୁ ସଫା କଲେ ପୂର୍ବତନ ପୋୖରାଧକ୍ଷ ଓ ସ୍ଥାନୀୟ ଜନସାଧାରଣ
ଝାରସୁଗୁଡ଼ା ନ୍ୟୁଜ (@khabarjordar) | Public App