Public App Logo
Jansamasya
News
���ुलिस
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
���प
Agra
No video available

ଝାରସୁଗୁଡା: SUJ ଓଡ଼ିଶା ଝାରସୁଗୁଡା ଶାଖା କର୍ମକର୍ତ୍ତା ମାନେ ଭୁବନେଶ୍ୱର ସ୍ଥିତ କୃଷି ଭବନରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ନିମନ୍ତ୍ରଣ କରିଥିଲେ।

Jharsuguda, Jharsuguda | Jul 16, 2024
ଆଜି SUJ ଓଡ଼ିଶା ଝାରସୁଗୁଡା ଶାଖା କର୍ମକର୍ତ୍ତା ମାନେ ଭୁବନେଶ୍ୱର ସ୍ଥିତ କୃଷି ଭବନରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଦେଖାକରି ଆସନ୍ତା ୨୮ ଜୁଲାଇରେ ଝାରସୁଗୁଡାରେ ହେବାକୁ ଥିବା ମିଡ଼ିଆ କଂନକ୍ଲେଭରେ ଅତିଥି ପାଇଁ ନିମନ୍ତ୍ରଣ କରିଥିଲେ। ଏହି ଅବସରରେ SUJ ଓଡ଼ିଶାର ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାଏକ, ଝାରସୁଗୁଡ଼ା ଜିଲ୍ଲା ସଭାପତି ସୁବାସ ପ୍ରଧାନ, ସାଧାରଣ ସମ୍ପାଦକ ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ରହି ନିମନ୍ତ୍ରଣ କରିଥିଲେ।