Public App Logo
Jansamasya
News
���ुलिस
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
���प
Agra
No video available

ଝାରସୁଗୁଡା: କିର୍ମିରା ଠାରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଲଇକେରା ବ୍ଳକ ଅଧ୍ୟକ୍ଷ ଓ ସ୍ଥାନୀୟ ଜନସାଧାରଣ

Jharsuguda, Jharsuguda | Jul 15, 2024
ଆଜି ସକାଳେ କିର୍ମିରା ଠାରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଲଇକେରା ବ୍ଳକ ଅଧ୍ୟକ୍ଷ। ସୂଚନାନୁସାରେ ବହୁ ଦିନ ପୂର୍ବରୁ ଲଇକେରାଠାରେ ସ୍ଥାନୀୟ ଲୋକଙ୍କ ସୁଵିଧା ପାଇଁ ଏକ ଡାଇଗନୋଷ୍ଟିକ ସେଣ୍ଟର ମୁଖ୍ୟମନ୍ତ୍ରୀ ଭ୍ରଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ । ହେଲେ କୌଣସି କାରଣ ବସତଃ ଏହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇନାହିଁ। ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ବ୍ଳକ ଅଧଃକ୍ଷ ଏବଂ ସ୍ଥାନୀୟ ଜନସାଧାରଣ ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି।
ଝାରସୁଗୁଡା: କିର୍ମିରା ଠାରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଲଇକେରା ବ୍ଳକ ଅଧ୍ୟକ୍ଷ ଓ ସ୍ଥାନୀୟ ଜନସାଧାରଣ - Jharsuguda News