Public App Logo
Jansamasya
News
���ुलिस
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
���प
Agra
No video available

ଝାରସୁଗୁଡା: କୁଲାବିରାରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ବୃକ୍ଷରୋପଣ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଇଥିବା ନେଇ ସୂଚନା ଦେଲେ ଜିଲ୍ଲାପାଳ

Jharsuguda, Jharsuguda | Jul 17, 2024
ଆଜି କୁଲାବିରା ଅଞ୍ଚଳରେ କୁଲାବିରା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବୃକ୍ଷ ରୋପଣ କରିବା ପାଇଁସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଇଥିଲା ଏହାକୁ ନେଇ ଆଜି ମଧ୍ୟାହ୍ନରେ ଝାରସୁଗୁଡା ଜିଲ୍ଲାପାଳ ନିଜ ସୋସିଆଲ ମିଡ଼ିଆ ଏକ୍ସ ଯୋଗେ ସୂଚନା ଦେଇଛନ୍ତି। ବର୍ତ୍ତମାନ ସମଗ୍ର ଦେଶରେ ବୃକ୍ଷ ରୋପଣ ନେଇ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଜାରି ରହିଛି। ତେବେ ଏହାକୁ ନେଇ ଆଜି କୁଲାବିରା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ଥାନୀୟ ଜନସାଧାରଣଙ୍କୁ ନିଜ ଘରେ ମା ପାଇଁ ଗଛ ଟିଏ ଲଗାଇବା ପାଇଁ ସଚେତନ କରିଥିଲେ ବୋଲି ଜିଲ୍ଲାପାଳ ନିଜେ ଏକ୍ସରେ ସୂଚନା ଦେଇଛନ୍ତି।