ଝାରସୁଗୁଡା: ପୋଖରାସାଲେର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ
ଆଜି ଝାରସୁଗୁଡା ଜିଲ୍ଲାପାଳ ହଠାତ ପୋଖରାସାଲେର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ। ସୂଚନାନୁସାରେ ଆଜି ଝାରସୁଗୁଡା ଜିଲ୍ଲା କୁଲାବିରା ବ୍ଲକ ଅନ୍ତର୍ଗତ ପୋଖରାସାଲେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରି ସେଠାରେ ଥିବା Snake Venom Injections, ଅଗ୍ନି ନିରାପଦ ଯନ୍ତ୍ର ଓ ବିଭିନ୍ନ ଆସବାବପତ୍ରକୁ ସମୀକ୍ଷା କରିଥିଲେ ଝାରସୁଗୁଡା ଜିଲ୍ଲାପାଳ ଅବୋଳି ସୁନୀଲ ନାରଭାଣେ।