Public App Logo
Jansamasya
News
���ुलिस
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
���प
Agra
No video available

ଝାରସୁଗୁଡା: ପଣ୍ଡକିମାଲ ଠାରେ ହିନ୍ଦୁ ସଙ୍ଗଠନ ଦେବସେନା ଝାରସୁଗୁଡ଼ାର ପ୍ରଥମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Jharsuguda, Jharsuguda | Jul 18, 2024
ପଣ୍ଡକିମାଲ ଠାରେ ହିନ୍ଦୁ ସଂଗଠନ ଦେବସେନା ଝାରସୁଗୁଡ଼ା ର ପ୍ରଥମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ଆଜି ଝାରସୁଗୁଡ଼ା ଜିଲ୍ଲା କୋଲାବିରା ମଣ୍ଡଳ ଅନ୍ତର୍ଗତ ପଣ୍ଡକିମାଲ ଗ୍ରାମରେ ଦେବସେନା ସମ୍ବଲପୁର ଓ ଝାରସୁଗୁଡ଼ା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକ ରେ ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ବ୍ଲକରୁ ୧୦୦ରୁ ଉର୍ଦ୍ଧ କର୍ଯ୍ୟକର୍ତା ଉପସ୍ଥିତ ରହିବା ସହିତ , ଦେବସେନା ରାଜ୍ୟ ଯୁବ ପ୍ରକୋଷ୍ଠ ମହାସଚିବ ଭିକୁ ନାଏକ ,, ସମ୍ବଲପୁର ଜିଲ୍ଲା ଜୁବ ପ୍ରକୋଷ୍ଠ ମହାସଚିବ ଯୋର୍ତିମୟ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ।