Public App Logo
Jansamasya
News
���ुलिस
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
���प
Agra
No video available

ଝାରସୁଗୁଡା: ପ୍ରଥମେ ଥଇଥାନ ପରେ ଜବରଦଖଲ ଉଚ୍ଛେଦ, ସହରାଞ୍ଚଳରେ ଥିବା ଏକ ଘରୋଇ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

Jharsuguda, Jharsuguda | Jul 16, 2024
ପ୍ରଥମେ ଥଇଥାନ ପରେ ଜବର ଦଖଲ ଉଚ୍ଛେଦ, ଏହାକୁ ନେଇ ଆଜି ମଧ୍ୟାହ୍ନରେ ଝାରସୁଗୁଡା ସହରାଞ୍ଚଳରେ ଥିବା ଏକ ଘରୋଇ ହୋଟେଲରେ ବିଜେଡ଼ି ନେତ୍ରୀ ତଥା ଝାରସୁଗୁଡା ପୁର୍ବତନ ବିଧାୟିକା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଥିଲେ। ସୂଚନାନୁସାରେ କିଛି ଦିନ ତଳେ ରାଜ୍ୟ ସରକାର ଜବର ଦଖଲ କରିଥିବା ଜମିକୁ ଖାଲି କରିବା ପାଇଁ ନିର୍ଦେଶ ଦିଆଯାଇଥିଲା। ଏହାକୁ ନେଇ ଆଜି ପୂର୍ବତନ ବିଧାୟକ କହିଥିଲେ ଯେ, ଜବର ଦଖଲର ଆମେ ବିରୋଧୀ ନୁହେଁ ବରଂ ଯେଉଁମାନେ ଗରିବ ଶ୍ରେଣୀର ଲୋକ ଯାହା ଘର, ଦୋକାନ ଜବର ଦଖଲ କରାଯିବ ତାହାକୁ ନେଇ ପ୍ରଥମେ ସେହି ଗରିବ ଲୋକମାନଙ୍କୁ ପ୍ରଥମେ ଥଇଥାନ ପରେ ଉଚ୍ଛେଦ