Public App Logo
Jansamasya
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
Agra
Breaking
Aimim
Railway
Biharnews
Jodhpur
No video available

ଝାରସୁଗୁଡା: ବିଜୁ ଏକ୍ସପ୍ରେସ ୱେ କଡ଼ରେ ଥିବା ଏକ ଢ଼ାବାରେ ଚଢ଼ାଉ କରି କିଛି ପରିମାଣର ମଦ ଜବତ କରିଛି ପୋଲିସ

Jharsuguda, Jharsuguda | Jul 15, 2024
ଆଜି ଝାରସୁଗୁଡା ସଦର ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ ୱେ କଡ଼ରେ ଥିବା ଏକ ଢ଼ାବାରେ ଚଢ଼ାଉ କରି କିଛି ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିଛି ପୋଲିସ। ସୂଚନାନୁସାରେ ଝାରସୁଗୁଡା ସଦର ଥାନା ପୋଲିସ କୌଣସି ସୂତ୍ର ରୁ ଖବର ପାଇ ବିଜୁ ଏକ୍ସପ୍ରେସ ୱେ କଡ଼ରେ ଥିବା ଏକ ଢ଼ାବାରେ ଚଢ଼ାଉ କରିଥିଲା , ସେହି ଢ଼ାବାରେ ବେଆଇନ ଭାବେ ମଦ ବିକ୍ରି କରାଯାଉଥିଲା। ସେହି ଢ଼ାବାକୁ ଚଢ଼ାଉ କରି ୪ଟି ନିବ, ୬ଟି ବିଅର ବୋତଲ ଏବଂ କିଛି ପରିମାଣର ଦେଶୀ ମଦ ଜବତ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।