Public App Logo
Jansamasya
News
���ुलिस
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
���प
Agra
No video available

ଝାରସୁଗୁଡା: ଝାରସୁଗୁଡ଼ା ସହରାଞ୍ଚଳ ମାଇକ୍ରୋ କଣ୍ଟିନେଣ୍ଟାଲ ହୋଟେଲରେ ଏସ.ୟୁ.ଜେ. ଓଡ଼ିଶା ଝାରସୁଗୁଡା ଶାଖାର ଏକ ବୈଠକ ଅନୁଷ୍ଠିତ।

Jharsuguda, Jharsuguda | Jul 15, 2024
ଆଜି ମଧ୍ୟାହ୍ନରେ ଝାରସୁଗୁଡ଼ା ସହରାଞ୍ଚଳ ମାଇକ୍ରୋ କଣ୍ଟିନେଣ୍ଟାଲ ହୋଟେଲରେ ଏସ.ୟୁ.ଜେ. ଓଡ଼ିଶା ଝାରସୁଗୁଡା ଶାଖାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଟ୍ରିବୁନାଲ ଅଧକ୍ଷ ସନ୍ତୋଷ ମିଶ୍ର, ରାଜ୍ୟ ଉପସଭାପତି ମେହେବୁବ ମେହେତାଵ, ଜିଲ୍ଲା ସଭାପତି ସୁବାସ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ , ସହ-ସମ୍ପାଦକ ଗୁରୁଚରଣ ବାଘ ଓ ସୁରଜ ସେଠ ପ୍ରମୁଖ ଉପସ୍ଥିତ ଥିଲେ।ଆଜି ଏହି ବୈଠକରେ ଆସନ୍ତା ୨୮ତାରିଖରେ ହେବାକୁ ଥିବା ମିଡ଼ିଆ କନଭେଂସନ ଉପରେ ଆଲୋଚନା କରାଯାଇଥିଲା।
ଝାରସୁଗୁଡା: ଝାରସୁଗୁଡ଼ା ସହରାଞ୍ଚଳ ମାଇକ୍ରୋ କଣ୍ଟିନେଣ୍ଟାଲ ହୋଟେଲରେ ଏସ.ୟୁ.ଜେ. ଓଡ଼ିଶା ଝାରସୁଗୁଡା ଶାଖାର ଏକ ବୈଠକ ଅନୁଷ୍ଠିତ। - Jharsuguda News