Public App Logo
Jansamasya
News
���ुलिस
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
���प
Agra
No video available

ଝାରସୁଗୁଡା: ମହରମ ପର୍ବ ପାଇଁ ଝାରସୁଗୁଡା ସହର ପରିକ୍ରମା କଲା ତଜିଆ ଶୋଭାଯାତ୍ରା, ବିଭିନ୍ନ ପ୍ରକାର କଳା କୌଶଳ ଦେଖାଇଲେ ଯୁବକ

Jharsuguda, Jharsuguda | Jul 17, 2024
ମହରମ ଅବସରରେ ଆଜିସଂଧ୍ୟାରେ ଝାରସୁଗୁଡା ସହର ପରିକ୍ରମା କଲା ତଜିଆ ଶୋଭାଯାତ୍ରା। ଆଜି ଶାନ୍ତି ମୈତ୍ରୀର ପବିତ୍ର ମହରମ ପର୍ବ ଏହି ଉପଲକ୍ଷେ ଝାରସୁଗୁଡ଼ା ସହରାଞ୍ଚଳରେ ଏକ ବିରାଟ ରାଲି ବାହାରିଥିଲା। ମୁସଲିମ ଧର୍ମାଲମ୍ବୀ ଏହି ମହରମ ଶୋଭାଯାତ୍ରାରେ ଶାମିଲ ହୋଇଥାନ୍ତି। ଆୟୋଜିତ ଏହି ତଜିଆ ଶୋଭାଯାତ୍ରା କାର୍ଯ୍ୟକ୍ରମରେ ଝାରସୁଗୁଡା ସହରର ବିଭିନ୍ନ ସ୍ଥାନକୁ ପରିକ୍ରମା କରିଥିଲା ଏବଂ ଏଥିରେ ସାମିଲ ହୋଇଥିବା ଯୁବକ ମାନେ ବିଭିନ୍ନ ପ୍ରକାରର ଖେଳ, କୌଶଳ ଦେଖାଇଥିଲେ। ସୁରକ୍ଷା ଦୃଷ୍ଟି କୋଣରୁ ଝାରସୁଗୁଡା ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।
ଝାରସୁଗୁଡା: ମହରମ ପର୍ବ ପାଇଁ ଝାରସୁଗୁଡା ସହର ପରିକ୍ରମା କଲା ତଜିଆ ଶୋଭାଯାତ୍ରା, ବିଭିନ୍ନ ପ୍ରକାର କଳା କୌଶଳ ଦେଖାଇଲେ ଯୁବକ - Jharsuguda News