ଝାରସୁଗୁଡା: ଝାରସୁଗୁଡା ବ୍ଳକ କାର୍ଯ୍ୟାଳୟ ଠାରେ ଝାରସୁଗୁଡା ବ୍ଳକ ଅଧଃକ୍ଷା ଚିତ୍ରାଣି ପଟେଲଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ଅଧିବେଶନ ଅନୁଷ୍ଠିତ
ଆଜି ସକାଳେ ଝାରସୁଗୁଡା ବ୍ଳକ କାର୍ଯ୍ୟାଳୟ ଠାରେ ଝାରସୁଗୁଡା ବ୍ଳକ ଅଧଃକ୍ଷା ଚିତ୍ରାଣି ପଟେଲଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ଳକ ଅଧଃକ୍ଷା ଚିତ୍ରାଣୀ ପଟେଲ, ବ୍ଳକ ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଭୋଇ, ସମିତି ସଭ୍ୟ ଏବଂ ସରପଞ୍ଚ ମାନେ ଉପସ୍ଥିତ ରହି ଝାରସୁଗୁଡା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ।