Public App Logo
Profile Picture

Bhagirathi Maharana

@bhagirathimaharana31
5798Followers
22Following
ଜୟପୁରାକାଟେଣୀ ପଞ୍ଚାଯତ ଅନ୍ତର୍ଗତ କାଦୁବସନ୍ତ ନୂଆ ସାହି ଏବଂ ପଦ୍ମପୋଖରୀ ସାହିରେ ଅଚଳ ନଳକୂପ ମରାମତି ପାଇଁ ଦାବୀ
ଜୟପୁରାକାଟେଣୀ ଗାଁରେ ଭୟାବହ ଅଗ୍ନିକାଣ୍ଡରେ ୨ ବଖରା ଘର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ପରଜଙ୍ଗ: ଅଗ୍ନିବିପନ୍ନ ପରିବାରକୁ କଙ୍କଡାହାଡ ସାମ୍ବାଦିକ ସଂଘ ପକ୍ଷରୁ ସହାୟତା ରାଶି ପ୍ରଦାନ
ପରଜଙ୍ଗ: ସିଆରିମାଳିଆ ଗାଁରେ ନଳକୂପ ଅଚଳ ମରାମତି ପାଇଁ ଦାବୀ
ପରଜଙ୍ଗ: ଭୁବନ ଜରାଶ୍ରମରେ କମ୍ବଳ ବଣ୍ଟନ କଲେ ବିଧାୟକ
ପରଜଙ୍ଗ: ଭୁବନ ଠାରେ ଆୟୋଜିତ ୩୪ତମ ଅଲ୍‌ ଇଣ୍ଡିଆ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ‘ଭୁବନ କପ’ର ଶୁଭ ଉଦଘାଟନ ଯୋଗଦେଲେ ବିଧାୟକ
ପରଜଙ୍ଗ: ବାରିହାପୁର ନିକଟରେ ବାଇକ୍ ଦୁର୍ଘଟଣା ଜଣେ ଆହତ
ପରଜଙ୍ଗ: ଭୁବନ ବ୍ଲକ ଅନ୍ତର୍ଗତ ଯଯମୁନାକୋଟ,ମଠକରଗୋଳା ଓ ସୁରପ୍ରତାପପୁର ପଞ୍ଚାୟତରେ ପ୍ରଶାସନ ଗାଁଓକେ ଓୌର ଅନୁଷ୍ଠିତ
ପରଜଙ୍ଗ: ସରାଙ୍ଗ ସୁବର୍ଣ୍ଣପୁର ପାଟଣା ସାହି କୀର୍ତ୍ତନ କଳାକାରଙ୍କ ବିୟୋଗ ଶୋକସନ୍ତପ୍ତ ପରିବାରଙ୍କୁ କୀର୍ତ୍ତନ ମହାସଂଘ ପକ୍ଷରୁ ସହାୟତା ରାଶି ପ୍ରଦାନ
ପରଜଙ୍ଗ: ବସୋଇ ଗାଁ ନିକଟ ଗଛରେ ପିଟିଲା ବିଦ୍ୟୁତ୍ ବିଭାଗର ବୋଲେରୋ ଗାଡ଼ି ଅଳ୍ପକେ ବର୍ତ୍ତିଲେ ଗାଡ଼ିରେ ଥିବା ୪ଜଣ କର୍ମଚାରୀ
ପରଜଙ୍ଗ: ପଦ୍ମପୋଖରୀ ଗାଁରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଗଡ଼ପଳାଶୁଣୀ ଚମ୍ପିୟାନ
ପରଜଙ୍ଗ: ଲୋଧଣୀ ଗାଁର ସ୍ୱର୍ଗତ ପ୍ରଣତି ସାହୁଙ୍କ ଏକାଦଶାହ କ୍ରିୟାରେ ଯୋଗଦେଲେ ବିଧାୟକ
ପରଜଙ୍ଗ: ଗଡପରଜଙ୍ଗ ଗ୍ରାମରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ  ଯୋଗଦେଲେ ଶତାଧିକ ଶ୍ରଦ୍ଧାଳୁ
ପରଜଙ୍ଗ: ଦୁଃଖର ପିରାମିଡ଼ ଭିତରେ ସୁଖର କବର। ସୁଣ୍ଢିକାଟେଣୀ ଗାଁର ଦିବ୍ୟାଙ୍ଗ ଦମ୍ପତ୍ତିଙ୍କ ଆକୁଳ ନିବେଦନ
ପରଜଙ୍ଗ: କୁଟୁରିଆ ପଞ୍ଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ
ପରଜଙ୍ଗ: ବିରିବୋଲେଇ ଗାଁରେ ହାତୀ ଆକ୍ରମଣରେ ଅବସରପ୍ରାପ୍ତ ଶିକ୍ଷକ ଗୁରୁତର
ପରଜଙ୍ଗ: ବଡ଼ଜୋରା  ନିକଟରେ ବାଇକ୍ ଦୁର୍ଘଟଣା ଜଣେ ଆହତ
ପରଜଙ୍ଗ: ବଡ଼ଝରା ଠାରେ ବେଆଇନ ଢ଼ାବା ଭାଙ୍ଗିବା ସହ ଦୋକାନ ଗୃହରେ ତାଲା ଠୁଙ୍କିଲା ପ୍ରଶାସନ
ପରଜଙ୍ଗ: କନ୍ତୋର ଗାଁରେ ଚଞ୍ଚକତା କରି ଟ୍ରକ ହାତେଇଲା ଦାଦା ପୁଅ ଭାଇ। ଆତ୍ମହତ୍ୟା କଲେ ଦିବ୍ୟାଙ୍ଗ ଯୁବକ ପ୍ରତିକ୍ରିୟା ରଖିଲେ ସଂପର୍କୀୟ
ପରଜଙ୍ଗ: ଆସନ୍ତା ସୋମବାର ପରଜଙ୍ଗ ବ୍ଲକ କାର୍ଯ୍ୟାଳୟ ଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବାକୁ ନେଇ ସୂଚନା
ପରଜଙ୍ଗ: ବିରିବୋଲେଇ ଗ୍ରାମବାସୀଙ୍କ ହୋହାଲ୍ଲା ମଧ୍ୟରେ ଜମି ଚିହ୍ନଟ କଲା ପ୍ରଶାସନ
ପରଜଙ୍ଗ: ବଅଁରପାଳ ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ
ପରଜଙ୍ଗ: କାମାକ୍ଷାନଗର ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ
ପରଜଙ୍ଗ: ପଦ୍ମପୋଖରୀ ଗ୍ରାମରେ ୮ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ପରଜଙ୍ଗ: ବୃନ୍ଦାବନପୁର ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟା ୬ଟାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ଦୁଇ ଗୁରୁତର