ବାରିହାପୁର ନିକଟରେ ବାଇକ୍ ଦୁର୍ଘଟଣା ଜଣେ ଆହତ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବରିହାପୁର ନିକଟରେ ଶୁକ୍ରବାର ରାତି ୯ଟାରେ ବାଇକ୍ ଦୁର୍ଘଟଣା ଜଣେ ଆହତ। ସୁଚନା ଅନୁଯାୟୀ ବାଇକ୍ ଆରୋହି ଜଣକ କାମାକ୍ଷାନଗର ରୁ ପରଜଙ୍ଗ ଯାଉଥିବା ବେଳେ ବାରିହପୂର ନିକଟରେ ଭାରସାମ୍ୟ ହରାଇ ବାଇକ୍ ରୁ ଖସି ପଡ଼ିଥିଲେ।ସ୍ଥାନୀୟ ଲୋକେ ମାନେ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ବାଇକ ଆରୋହୀ ଜଣକ ଚଳଚେର ଅଞ୍ଚଳର ବୋଲି ଜଣାପଡିଛି ।