ପରଜଙ୍ଗ: ବସୋଇ ଗାଁ ନିକଟ ଗଛରେ ପିଟିଲା ବିଦ୍ୟୁତ୍ ବିଭାଗର ବୋଲେରୋ ଗାଡ଼ି ଅଳ୍ପକେ ବର୍ତ୍ତିଲେ ଗାଡ଼ିରେ ଥିବା ୪ଜଣ କର୍ମଚାରୀ
ବସୋଇ ଗାଁ ନିକଟ ଗଛରେ ପିଟିଲା ବିଦ୍ୟୁତ୍ ବିଭାଗର ବୋଲେରୋ ଗାଡ଼ି ଅଳ୍ପକେ ବର୍ତ୍ତିଲେ ଗାଡ଼ିରେ ଥିବା ୪ଜଣ କର୍ମଚାରୀ କାମାକ୍ଷାନଗର ଥାନା ମୁକ୍ତପଶି କମର ପୂର୍ତ୍ତ ବିଭାଗ ରାସ୍ତାର ବସୋଇ ଗାଁ ନିକଟରେ ଗୁରୁବାର ଅପରାହ୍ନ ୩ଟାରେ ବିଦ୍ୟୁତ୍ ବିଭାଗ ବୋଲେରୋ ଗାଡ଼ି ଦୁର୍ଟଣାଗ୍ରସ୍ତ । ସୂଚନା ଅନୁଯାୟୀ ବୋଲେରୋ ଗାଡ଼ି ଟି ବଡ଼ଜୋରା ରୁ ମୁକ୍ତାପଶୀ ଫେରୁଥିବା ବେଳେ ବାସୋଇ ଗାଁ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ ଗାଡ଼ି ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ଗାଡ଼ି ଥିବା ୪ଜଣ କର୍ମଚାରୀ । ତେବେ ଯାନ୍ତ୍ରୀକ ତ୍ରୁଟି ଯୋଗ ଦୁର୍ଘଟଣା ହୋଇଥିବା ଚାଳକ କହିଛନ୍ତି।