ଗଡ ପରଜଙ୍ଗରେ ଗ୍ରାମରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ଯୋଗଦେଲେ ଶତାଧିକ ଶ୍ରଦ୍ଧାଳୁ ପରଜଙ୍ଗ ବ୍ଲକ ଗଡ଼ପରଜଙ୍ଗ ଗ୍ରାମରେ ଗ୍ରାମ ରାମ ମନ୍ଦିର ପ୍ରାଙ୍ଗଣରେ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଗ୍ରାମବାସୀଙ୍କ ପକ୍ଷରୁ ସୂର୍ଯ୍ୟ ଦେବତାଙ୍କୁ ପୂଜାଅର୍ଚ୍ଚନା ସହ ଜଗତ କଲ୍ୟାଣ ନିମିତ୍ତ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ୍ୟ ସଭାପତିଙ୍କ ତତ୍ଵାବଧାନରେ ପୂର୍ବାହ୍ନରେ ମୁଖ୍ୟ ପଣ୍ଡିତ ଦ୍ଵାରା ସୂର୍ଯ୍ୟପୁଜା, ନବଗ୍ରହ ପୂଜା, ଘଟ ଉତୋଳନ, ରାମଙ୍କର ଷୋଡ଼ଶ ପୂଜା ଯଜ୍ଞ ପୂର୍ଣ୍ଣାହୁତି ଆଦି ଭଜନ କୀର୍ତ୍ତନ ସୁଚାରୁ ରୁପେ ହୋଇଥିଲା। ବହୁ ଗ୍ରାମ ବାସି ଏଥିରେ ଯୋଗଦାନ ସହ ନିଜର