ପରଜଙ୍ଗ: ଲୋଧଣୀ ଗାଁର ସ୍ୱର୍ଗତ ପ୍ରଣତି ସାହୁଙ୍କ ଏକାଦଶାହ କ୍ରିୟାରେ ଯୋଗଦେଲେ ବିଧାୟକ
ଲୋଧଣୀ ଗାଁର ସ୍ୱର୍ଗତ ପ୍ରଣତି ସାହୁଙ୍କ ଏକାଦଶାହ କ୍ରିୟାରେ ଯୋଗଦେଲେ ବିଧାୟକ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଲୋଧନୀ ଗାଁର ଭାରତୀୟ ଜନତା ପାର୍ଟିର ଦୃଢ କର୍ଯ୍ୟକ୍ରତ ଜ୍ଞାନରଞ୍ଜନ ସାହୁଙ୍କ ମାଆ ସ୍ବର୍ଗତ ପ୍ରଣତି ସାହୁଙ୍କ ଏକାଦଶାହ କ୍ରିୟାରେ ମଙ୍ଗଳବାର ଅପରାହ୍ନ ୩ଟାରେ ସ୍ଥାନୀୟ ବିଧାୟକ ବିଭୂତି ଭୂଷଣ ପ୍ରଧାନ ଯୋଗଦାନ କରି ସୃତି ଚାରଣ କରି ଅମର ଆତ୍ମାର ସଦଗତି କାମନା କରିଥିଲେ । ଏଠାରେ ଦଳୀୟ ପଦାଧିକାରୀ ଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।