Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ପରଜଙ୍ଗ: ବଡ଼ଜୋରା ନିକଟରେ ବାଇକ୍ ଦୁର୍ଘଟଣା ଜଣେ ଆହତ

Parajang, Dhenkanal | Dec 13, 2025
ବଡ଼ଜୋରା ନିକଟରେ ବାଇକ୍ ଦୁର୍ଘଟଣା ଜଣେ ଆହତ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପୂର୍ତ୍ତ ବିଭାଗ ରାସ୍ତା ବଡ଼ଜୋରା ନିକଟରେ ଶନିବାର ରାତି ୯ଟାରେ ବାଇକ୍ ଦୁର୍ଘଟଣା ଜଣେ ଆହତ। ସୁଚନା ଅନୁଯାୟୀ ବାଇକ୍ ଆରୋହି ଜଣକ ପାଣ୍ଡିଆ ରୁ ପରଜଙ୍ଗ ଯାଉଥିବା ବେଳେ ବଡ଼ଜୋରା ନିକଟରେ ଭାରସାମ୍ୟ ହରାଇ ବାଇକ୍ ରୁ ଖସି ପଡ଼ିଥିଲେ।ସ୍ଥାନୀୟ ଲୋକେ ମାନେ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ବାଇକ ଆରୋହୀ ଜଣକ ପରଜଙ୍ଗ ଅଞ୍ଚଳର ବୋଲି ଜଣାପଡିଛି ପୋଲିସ ପହଂଚି ତଦନ୍ତ ଚଳାଇଛି।

MORE NEWS

ପରଜଙ୍ଗ: ବଡ଼ଜୋରା ନିକଟରେ ବାଇକ୍ ଦୁର୍ଘଟଣା ଜଣେ ଆହତ - Parajang News