Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ପରଜଙ୍ଗ: ଭୁବନ ଠାରେ ଆୟୋଜିତ ୩୪ତମ ଅଲ୍‌ ଇଣ୍ଡିଆ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ‘ଭୁବନ କପ’ର ଶୁଭ ଉଦଘାଟନ ଯୋଗଦେଲେ ବିଧାୟକ

Parajang, Dhenkanal | Dec 20, 2025
ଭୁବନ ଠାରେ ଆୟୋଜିତ ୩୪ତମ ଅଲ୍‌ ଇଣ୍ଡିଆ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ‘ଭୁବନ କପ’ର ଶୁଭ ଉଦଘାଟନ ଯୋଗଦେଲେ ବିଧାୟକ ଭୁବନ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଶନିବାର ପୂର୍ବାହ୍ନ ୧୧ଟାରେ ଆୟୋଜିତ ୩୪ତମ ଅଲ୍‌ ଇଣ୍ଡିଆ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ‘ଭୁବନ କପ’ର ଶୁଭ ଉଦଘାଟନ ହୋଇଯାଇଛି ।ଏହି ଅବସରରେ ସ୍ଥାନୀୟ ବିଧାୟକ ଶତ୍ରୁଘ୍ନ ଜେନା ଇନ୍ସପେକ୍ଟର ଜେନେରାଲ ଶ୍ରୀ ସତ୍ୟବ୍ରତ ଭୋଇ ଓ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ।

MORE NEWS

ପରଜଙ୍ଗ: ଭୁବନ ଠାରେ ଆୟୋଜିତ ୩୪ତମ ଅଲ୍‌ ଇଣ୍ଡିଆ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ‘ଭୁବନ କପ’ର ଶୁଭ ଉଦଘାଟନ ଯୋଗଦେଲେ ବିଧାୟକ - Parajang News