Public App Logo
Jansamasya
Viralreels
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur

ପରଜଙ୍ଗ: ଭୁବନ ବ୍ଲକ ଅନ୍ତର୍ଗତ ଯଯମୁନାକୋଟ,ମଠକରଗୋଳା ଓ ସୁରପ୍ରତାପପୁର ପଞ୍ଚାୟତରେ ପ୍ରଶାସନ ଗାଁଓକେ ଓୌର ଅନୁଷ୍ଠିତ

Parajang, Dhenkanal | Dec 19, 2025
ଭୁବନ ବ୍ଲକ ଅନ୍ତର୍ଗତ ଯଯମୁନାକୋଟ,ମଠକରଗୋଳା ଓ ସୁରପ୍ରତାପପୁର ପଞ୍ଚାୟତରେ ପ୍ରଶାସନ ଗାଁଓକେ ଓୌର ଅନୁଷ୍ଠିତ। ରାଜ୍ୟ ସରକାରଙ୍କ ସୁଶାସନ ସପ୍ତାହ ପାଳନ ଅବସରରେ ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ, ମଠକରଗୋଳା ଓ ସୁରପ୍ରତାପପୁର ପଞ୍ଚାୟତରେ ପ୍ରଶାସନ ଗାଁଓକେ ଓୌର ଶିବିର ଶୁକ୍ରବାର ଅପରାହ୍ନ ୧ଟାରେ ଅନୁଷ୍ଠିତ ହୋଇଯାଇଛି। ଶିବିରର ବିଭିର୍ଣ୍ଣ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ସହ ଶୁଣାଣି ଓ ସମାଧାନ କରିଛନ୍ତି। ତେବେ ବହୁ ସଂଖ୍ୟାରେ ଅଭିଯୋଗ ହୋଇଥିବା ବେଳେ ଏହାକୁ ସରକାରଙ୍କର ଏହି ପ୍ରୟାସ କୁ ନେଇ ଅଞ୍ଚଳବାସୀ ଖୁସୀ ପ୍ରକାଶ କରିଛନ୍ତି।

MORE NEWS