Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ପରଜଙ୍ଗ: ବଅଁରପାଳ ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ

Parajang, Dhenkanal | Dec 11, 2025
ବଅଁରପାଳ ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ କୁଲେଇ ଗ୍ରାମ ବଅଁରପାଳ ଛକ ନିକଟରେ ଗୁରୁବାର ଅପରାହ୍ନ ୧ଟାରେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ପଥର ବୋଝେଇ ଟ୍ରକ। କେନ୍ଦୁଝର ଅଞ୍ଚଳରୁ ୧୮ ଚକିଆ ଟ୍ରକ ଲୁହାପଥର ବୋଝେଇ କରି ଅନୁଗୁଳ ଅଞ୍ଚଳର କାରଖାନାକୁ ଯାଇଥିବା ବେଳେ ଗାଡ଼ିର ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ପଡିରହିଥିଲ। ଗାଡି ଭିତରେ ଚାଳକ ଚାପି ହୋଇ ରହିଥିବା ଜାଣିପାରି ସ୍ଥାନୀୟ ଲୋକମାନେ ଉଧାର କରିଥିଲେ। ଦଦରାଘାଟି ଫାଣ୍ଡି ପୁଲିସ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ

MORE NEWS