Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ପରଜଙ୍ଗ: ଦୁଃଖର ପିରାମିଡ଼ ଭିତରେ ସୁଖର କବର। ସୁଣ୍ଢିକାଟେଣୀ ଗାଁର ଦିବ୍ୟାଙ୍ଗ ଦମ୍ପତ୍ତିଙ୍କ ଆକୁଳ ନିବେଦନ

Parajang, Dhenkanal | Dec 15, 2025
ଦୁଃଖର ପିରାମିଡ଼ ଭିତରେ ସୁଖର କବର। ସୁଣ୍ଢିକାଟେଣୀ ଗାଁର ଦିବ୍ୟାଙ୍ଗ ଦମ୍ପତ୍ତିଙ୍କ ଆକୁଳ ନିବେଦନ ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଂଚାୟତ ଅନ୍ତର୍ଗତ ଶୁଣ୍ଢିକାଟେଣୀ ଗାଁ। ଗାଁରେ ରହୁଛନ୍ତି ଅସହାୟ ଦିବ୍ୟାଙ୍ଗ ବୃଦ୍ଧ ଦମ୍ପତ୍ତି ତୀର୍ଥ କାଣ୍ଡି ଏବଂ ଶଯ୍ୟାଶାୟୀ ସ୍ତ୍ରୀ ବାସନ୍ତୀ କାଣ୍ଡି। ବୟସର ଅପରାହ୍ନରେ ଅସହାୟ ଦିବ୍ୟାଙ୍ଗ ତୀର୍ଥ ଓ ବାସନ୍ତୀ ସରକାରଙ୍କ ଠାରୁ ପାଉଥିବା ୧୦ କିଲୋଗ୍ରାମ ଚାଉଳ ଏବଂ ୧ ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତାରେ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ସ୍ତ୍ରୀ ବାସନ୍ତୀ ଆଜକୁ ୧୦ ବର୍ଷ ହେବ ପକ୍ଷଘାତ ରୋଗରେ ପୀଡିତ ହୋଇ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି।

MORE NEWS

ପରଜଙ୍ଗ: ଦୁଃଖର ପିରାମିଡ଼ ଭିତରେ ସୁଖର କବର। ସୁଣ୍ଢିକାଟେଣୀ ଗାଁର ଦିବ୍ୟାଙ୍ଗ ଦମ୍ପତ୍ତିଙ୍କ ଆକୁଳ ନିବେଦନ - Parajang News