Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ପରଜଙ୍ଗ: ଭୁବନ ଜରାଶ୍ରମରେ କମ୍ବଳ ବଣ୍ଟନ କଲେ ବିଧାୟକ

Parajang, Dhenkanal | Dec 20, 2025
ଭୁବନ ଜରାଶ୍ରମରେ କମ୍ବଳ ବଣ୍ଟନ କଲେ ବିଧାୟକ ଢେଙ୍କାନାଳ ଜିଲ୍ଲା ଭୁବନ ଜରାଶ୍ରମରେ ଶନିବାର ଅପରାହ୍ନ ୧ଟାରେ ପହଂଚି କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଅନ୍ତେ ବାସୀଙ୍କୁ କମ୍ବଳ ବଣ୍ଟନ କରିଥିଲେ । ଅନ୍ତେ ବାସୀଙ୍କୁ ସମ୍ମାନ, ସେବା ଓ ସ୍ନହେ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିଥିଲେ ବିଧାୟକ। ଏହି କାର୍ଯ୍ୟକ୍ରମର ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ସମେତ ଅନ୍ୟ ଉପସ୍ଥିତ ଥିଲେ।

MORE NEWS