Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ପରଜଙ୍ଗ: ବିରିବୋଲେଇ ଗାଁରେ ହାତୀ ଆକ୍ରମଣରେ ଅବସରପ୍ରାପ୍ତ ଶିକ୍ଷକ ଗୁରୁତର

Parajang, Dhenkanal | Dec 14, 2025
ବିରିବୋଲେଇ ଗାଁରେ ହାତୀ ଆକ୍ରମଣରେ ଅବସରପ୍ରାପ୍ତ ଶିକ୍ଷକ ଗୁରୁତର ଢେଙ୍କାନାଳ ବନଖଣ୍ଡ ମହାବିରୋଡ ବନାଞ୍ଚଳ ବିରିବିଲେଇ ଗ୍ରାମରେ ରବିବାର ସକାଳ ୧୦ଟାରେ ହାତୀ ଆକ୍ରମଣ ଅବସପ୍ରାପ୍ତ ଶିକ୍ଷକ ଗୁରୁତର। ଗୁରୁତର ଶିକ୍ଷକ ହେଲେ ସେହି ଗାଁର ଅରୁଣ କୁମାର ସାହୁ ନିଜ ଚାଷ ଜମିକୁ ଯାଉଥିବା ବେଳେ ହାତୀ ଆକ୍ରମଣରେ ଶିକାର ହେଇଥିଲେ।ସ୍ଥାନୀୟ ଲୋକ ମାନେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ତାଳଚେର ମେଡ଼ିକାଲର ଭର୍ତ୍ତି କରିଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ତା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନନ୍ତର କରାଯାଇଅଛି। ଅଞ୍ଚଳରେ ହାତୀ ଆକ୍ରମଣକୁ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି।

MORE NEWS

ପରଜଙ୍ଗ: ବିରିବୋଲେଇ ଗାଁରେ ହାତୀ ଆକ୍ରମଣରେ ଅବସରପ୍ରାପ୍ତ ଶିକ୍ଷକ ଗୁରୁତର - Parajang News